#୧୫_ଦିନ_ଗଲାନାହିଁ_ରାସ୍ତାରୁ_ଉଠିଲା_ଫଡା_ଫଡା_ପିଚୁ
#ନିମ୍ନ_ମାନର_ରାସ୍ତା_କାମ_ହୋଇଥିବା_ଅଭିଯୋଗ
ଭଦ୍ରକ ବ୍ଲକ ଅଧିନସ୍ଥ ବେନ୍ତାଳ ପଞ୍ଚାୟତର ଚକ ବେନ୍ତାଳ ଗ୍ରାମର ଲୋକମାନେ ଦୀର୍ଘ ଦିନ ହେବ ମାଟି,ମେଣ୍ଟାଲ, ମୋରମ ରାସ୍ତାରେ ଯିବା ଆସିଵା କରୁଥିଲେ. କେତେ ବର୍ଷ ପରେ ଖଣ୍ଡେ ପିଚୁ ରାସ୍ତା ପାଇଁ କାର୍ଯ୍ୟାଦେଶ ଆସିଲା । ଗାଁ ଲୋକେ ଭାବିଥିଲେ ଯା ହେଉ ଏଥର ଗାଁ କୁ ପିଚୁ ରାସ୍ତାଟିଏ ହେବ ।
#Odisha #ArgusNews #road #Roadissue #Bhadrak