ସ୍ମାର୍ଟ ଯୁଗର ସ୍ମାର୍ଟ ଫୋନରେ ସ୍ମାର୍ଟ ଲୋକଙ୍କୁ ଏ ଭିଡିଓ ବହୁତ କିଛି କହୁଛି । ଯେଉଁଠି ପ୍ରେମ ଚିରନ୍ତନ କହୁଥିବା ଲୋକେ ଟିକିଏ ଝଗଡା ହେଲେ ମୁହଁ ମୋଡି ଦେଉଛନ୍ତି । 7 ଜନ୍ମର ସ୍ୱପ୍ନ ଦେଖେଇ 7 ଦିନରେ ଧୋକା ଦେଉଛନ୍ତି । ସେମାନେ ଏହି ଭିଡିଓରୁ କିଛି ଶିଖନ୍ତୁ । ଆଜ୍ଞା 7 ଜନ୍ମ କିଏ ଦେଖିଛି । ସବୁ ଏଇଠି ଅଛି ....
#love #couple #oldcouple #couplegoals #husbandwifelove #caring #Odisha #ArgusNews