ପାହାଡ ତଳି ପରିବେଶରେ ଲିଚୁ ବଗିଚା। ବିଶାଳକାୟ ଗଛ ଗୁଡିକରେ ଦେଖିବାକୁ ମିଳିଛି ଭରପୁର ରସାଳ ଫଳ। ଲିଚୁ ଚାଷୀଙ୍କ ଗାଁ ଭାବେ ଖ୍ୟାତ ବଡବାହାଲ। ୫୦ ରୁ ୬୦ ବର୍ଷ ତଳୁ ମାତ୍ର ୮ ରୁ ୧୦ ଜଣ ଚାଷୀଙ୍କ ଦ୍ଵାରା ଆରମ୍ଭ ହୋଇଥିବା ଏହି ଲିଚୁ ଚାଷ ଆଜି ୪୦୦ ପରିବାରର ମୁହଁରେ ଦାନା ଦେଉଛି..।
#Kuchinda #badabahala #lychee #lycheefarming #lycheegarden #lycheecultivation #Odisha #ArgusNews