#କାହିଁକି_ବଢେ_ଶରୀରର_ଓଜନ
#କେମିତି_କମାଇବେ_ମୋଟାପଣ
ମୋଟାପା ବର୍ତ୍ତମାନ ସମୟରେ ସମସ୍ତଙ୍କର ମୁଖ୍ୟ ସମସ୍ୟା । କାହିଁକି ବଢେ ଶରୀର ର ଓଜନ।ମୋଟାପା ର ମୁଖ୍ୟ କାରଣ ର କଣ । କେମିତି କମାଇବେ ଏହି ମୋଟାପଣ ବା ମେଦ ବହୁଳତା । ବର୍ତ୍ତମାନ ସମୟରେ ସମସ୍ତଙ୍କର ପସନ୍ଦ ଫାଷ୍ଟ ଫୁଡ ବା ଜଙ୍କ ଫୁଡ଼।ଛୋଟ ପିଲାଙ୍କଠାରୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ ଜଙ୍କଫୁଡକୁ ଖାଇବା ପ୍ରତି ଗୁରୁତ୍ଵ ଦେଉଛନ୍ତି ।
#ArgusNews #lifestyle #junkfood #weightloss #weightgain #exercise #Bhubaneswar #Odisha