#ଫିଟନେସ୍_ପାଇଁ_ଯୋଗ_ପାଲଟିଛି_ସହରୀ_ଜୀବନର_ସହଜ_ତରିକା
ଆଜିର ଲାଇଫ ଷ୍ଟାଇଲ ସେଗମେଣ୍ଟରେ ଦେଖିବା ଦୈନନ୍ଦିନ ଜୀବନଚର୍ଯ୍ୟାରେ ଯୋଗର ଭୂମିକା । ବ୍ୟସ୍ତବହୁଳ ଜୀବନ ଭିତରେ ସବୁଥିରେ ଆସିଛି ପରିବର୍ତ୍ତନ, ଆଉ ୟା ଭିତରେ ମଣିଷ ନିଜ ସ୍ବାସ୍ଥ୍ୟକୁ ଅବହେଳା କରିଚାଲିଛି । ଆଜିର ଲାଇଫ ଷ୍ଟାଇଲ ସେଗମେଣ୍ଟ ଯୋଗ ଖେଳାଳି ପ୍ରଜ୍ଞା ପରମିତା ଭଞ୍ଜଦେଓଙ୍କ ସହ ।
#ArgusNews #lifestyle #yoga #yogainspiration #Bhubaneswar #fitness #PragyaParmitaBhanjdeo #Odisha