ଦୋଳ ପୂର୍ଣ୍ଣିମାରେ ଲିଙ୍ଗରାଜଙ୍କ ମନ୍ଦିର ପରିକ୍ରମା। ଦୋଳ ମଣ୍ଡପରେ ବସିଲେ, ଫଗୁ ଖେଳିଲେ ଲିଙ୍ଗରାଜ ମହାପ୍ରଭୁ। ମନ୍ଦିର ଭିତରେ ମହାପ୍ରଭୁଙ୍କର ଯାହା ଭୋଗ ଓ ନୀତି କାନ୍ତି ଯାହା ହେବ ଦୋଳ ମଣ୍ଡପରେ ମଧ୍ୟ ସମାନ ରହିବ ବୋଲି ପ୍ରତିକ୍ରିୟା ରଖିଛନ୍ତି ପୂଜାରୀ।
#BBSR #LingarajTemple #DolaPurnima #Odisha #ArgusNews