ବାପ୍ପା ଯିବାର ସମୟ ହୋଇଛି । ସବୁ ପ୍ରସ୍ତୁତି ସରିଛି । ହେଲେ ଇଏ ଗନୁ ବାବାଙ୍କୁ ଛାଡିବାକୁ ନାରାଜ । ଯିଏ ଯେତେ ବୁଝେଇଲେ ବି ସେ ବୁଝୁନି । ଭୋ ଭୋ ହୋଇ କାନ୍ଦୁଛି । ସତରେ ଏ କପଟି ଦୁନିଆରେ ଏ କୁନି ଝିଅର ନିଷ୍କପଟ ମନ ବହୁତ କିଛି ଶିଖାଉଛି । ଏଠି ଭଲ ପାଇବା ନିର୍ଭେଜାଲ । ଏଠି କିଛି ପାଇବାର ଆଶା ନାହିଁ...ଲୁହ ଦେଉଛି ଏ ନିଷ୍କପଟ ମନରେ ବାପ୍ପାଙ୍କ ପ୍ରତି ଥିବା ଭଲ ପାଇବାର ।
#GaneshBisarjan #GaneshPuja #GanpatiLove #LordGanesha #ArgusNews