ପୁରୀ ରେଳଷ୍ଟେସନରେ ଗତକାଲି ପୁରୀ - ଗୁଣୁପୁର ପାସେଞ୍ଜର ଟ୍ରେନ ଲାଇନଚ୍ୟୁତ ହେବାପରେ ଦେଖିବାକୁ ମିଳିଲା ଏକ ନିଆରା ଦୃଶ୍ୟ।ଦୁଇଟି ଛୋଟପିଲା ଟ୍ରେନ୍ ବଗି ଲାଇନଚ୍ୟୁତ ହେବାର ଘଟଣାକୁ ଅଲଗା ଢଙ୍ଗରେ କହୁଥିଲେ। ସତେ ଯେମିତି ଲାଗୁଥିଲା କୁନି ରିପୋର୍ଟର ହୋଇ ସେମାନେ ଓହ୍ଲାଇଛନ୍ତି...।
#ArgusNews #Puri #TrainAccident #LittleReporter #odisha