ଭୁବନେଶ୍ୱରର ଲାଇଭ ଲିଜେଣ୍ଡ କ୍ରିକେଟ କ୍ଲବ ଗ୍ରାଉଣ୍ଡରେ ଆରମ୍ଭ ହୋଇ ଯାଇଛି ୧୪ ବର୍ଷରୁ କମ କ୍ରିକେଟ ଟୁର୍ଣ୍ଣାମେଣ୍ଟ । ଏହି ଟୁର୍ନାମେଣ୍ଟ ୧୦ ଏପ୍ରିଲରୁ ଆରମ୍ଭ ହୋଇ ଏପ୍ରିଲ ୨୩ ତାରିଖ ଯାଏ ଅନୁଷ୍ଠିତ ହେବ । ରାଜ୍ୟର ବିଭିନ୍ନ ସ୍ଥାନରୁ ୧୬ଟି ଟିମ ଏଥିରେ ଅଂଶଗ୍ରହଣ କରିବା ସହ ଗ୍ରୁପ ମ୍ୟାଚ ୩୦ ଓଭର ଖେଳାଯିବ
#bhubaneswar #livelegendcricketground #crickettournament #ArgusNews