ଓମଫେଡ୍ ସ୍କାମରେ ଲୋକାୟୁକ୍ତ ଝଟକା । କ୍ରାଇମ ବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଲେ ଲୋକୟୁକ୍ତ । ତିନି ମାସ ଭିତରେ ପ୍ରାଥମିକ ତଦନ୍ତ ରିପୋର୍ଟ ଦାଖଲ କରିବାକୁ କ୍ରାଇମବ୍ରାଞ୍ଚ ଏଡିଜି ଙ୍କୁ ଲୋକାୟୁକ୍ତ ନିର୍ଦ୍ଦେଶ ଦେଇଛନ୍ତି। ତଦନ୍ତ ରିପାର୍ଟ ଦାଖଲ କରିବା ପରେ ଜୁଲାଇ 7 ରେ କରିବେ ପରବର୍ତ୍ତୀ ଶୁଣାଣି କରାଯିବ। ଗତ 10 ବର୍ଷ ଭିତରେ BSKY ଯୋଜନା ରେ 63 ଟି ପ୍ରୋଜେକ୍ଟ ପାଇଁ ଆସିଥିବା ଟଙ୍କା ରୁ 207 କୋଟି ଟଙ୍କା ଅନିୟମିତତା ହୋଇଥିଲା ।
#odisha #ArgusNews #OMFED #scam #Lokayukta #order #CrimeBranch #CrimeBranchOdisha #investigation