#ଉଦଯାପିତ_ହେଇଯାଇଛେ_କଳାହାଣ୍ଡି_ଉତ୍ସବ_ଘୁମୁରା_2023
ଇହାଦେ ପଶ୍ଚିମ ଓଡିଶାର୍ ସବୁ ଜିଲ୍ଲାନେ ଚାଲିଛେ ଜିଲ୍ଲା ମହୋତ୍ସବ । ସମ୍ବଲପୁରୀ, ଆଦିବାସୀ ବାଗିର୍ ଭିନ୍ ଭିନ୍ ଲୋକକଳା ନାଚ ଗୀତେ ଦୁଲୁକୁଛେ ମଚାନ୍ । ସାଂସ୍କୃତିକ କାର୍ଯ୍ୟକ୍ରମ ସଙ୍ଗକେ ଲୁକକଁର୍ ଭିଡ୍ ମହୋତ୍ସବକେ ଆହୁରି ଦମଦାର୍ କରୁଛେ ।
#ArgusNews #LokMahotsav #Kalahandi #FestivalGhumura2023 #LalBahadurShastriStadium #cultureprogram #Odisha