#ରାଜଧାନୀରେ_ଫ୍ଲାଟ_ଦେବା_ନାଁରେ_ଠକେଇ_ମାମଲା
ନିର୍ଦ୍ଦେଶକ ମନୋଜ କୁମାର ପଣ୍ଡାଙ୍କ ନାମରେ ଲୁକଆଉଟ ନୋଟିସl ବ୍ୟୁରୋ ଅଫ ଇମିଗ୍ରେସନ ପକ୍ଷରୁ ଲୁକଆଉଟ ନୋଟିସl ଓଡିଶା ହୋମ ଆଣ୍ଡ ପ୍ରା. ଲିମିଟେଡ଼ର ନିର୍ଦେଶକ ହେଉଛନ୍ତି ମନୋଜ ପଣ୍ଡାl EOW ସୂଚନା ଆଧାରରେ BoL ପକ୍ଷରୁ ନୋଟିସ ଜାରି ହୋଇଛି...l
#Bhubaneswar #flat #LookOutNotice #BOL #Odisha #ArgusNews