#ବରକୁ_ଲୁଟି_କନିଆ_ଛୁ !
ବର ପକ୍ଷରୁ ଅତିଥିଙ୍କୁ ନିମନ୍ତ୍ରଣ ସହ ବାହାଘର ପାଇଁ ପୂର୍ବପ୍ରସ୍ତୁତି ଶେଷ ହୋଇଥିଲା । ଦୁଇଦିନ ପରେ ବାହାଘର ହୋଇଥାନ୍ତ କିନ୍ତୁ ସୁନାହାର ସହ ଏକଲକ୍ଷ ଧରି କନିଆ ସହ ପରିବାର ମଧ୍ୟ ଛୁ । ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ଥାନା ଅଞ୍ଚଳ ରାଳବ ଗାଁର ଶିଶିର କୁମାର ଷଡଙ୍ଗୀଙ୍କ ପରିବାର ଏମିତି ଏକ ଅଭିନବ ଠକେଇର ଶିକାର ହୋଇଛନ୍ତି ।
#Ganjam #marriage #Loot #lovelife #Lovemistry #Odisha #ArgusNews