#ରାସ୍ତା_କଡ_ଲୋକଙ୍କ_ଠାରୁ_ଝାମ୍ପି_ନେଉଥିଲେ_ମୋବାଇଲ
ରାଜଧାନୀରେ ଏହିପରି ଆତଙ୍କ ଖେଳାଇଥିବା ଛିନତାଇ ଲୁଟେରାଙ୍କୁ କାବୁ କରିଛି କମିଶନରେଟ ପୋଲିସ । ଗତ ୨୪ ଘଣ୍ଟାରେ ପୋଲିସର ସ୍ପେସାଲ ଅପରେସନରେ ୯ ମୋବାଇଲ ଲୁଟେରା ଗିରଫ । ଏମାନଙ୍କ ଠାରୁ ଜବତ ହୋଇଛି 36 ମୋବାଇଲ ଫୋନ ।
#Bhubaneswar #lootera #Arrest #mobileloot #police #Odisha #ArgusNews