ରାଜଧାନୀ ଉପକଣ୍ଠ ବାଲିପାଟଣା ଅଞ୍ଚଳରେ ଲଭ୍ ଜିହାଦ ମାମଲା । ନାତୁଣୀ ଅପେକ୍ଷାରେ ବୁଢ଼ୀ ମାଆ ଲାବଣ୍ୟ ମହାରଣା । କୁରଞ୍ଜିପୁର ପଞ୍ଚାୟତ ସାନମଞ୍ଚପୁର ଗାଁରେ ଜଣେ ନବମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଛି ।
#LoveJihad #Bhubaneswar #student #Kidnap #ArgusNews #Odisha