#ପ୍ରେମ_ବିବାହ_ପ୍ରତାରଣା
#ଏ_ହେଉଛି_କିନ୍ନର_ସୋନାଲୀଙ୍କ_ପ୍ରତାରଣାର_କାହାଣୀ
ଯାହାକୁ ପ୍ରେମ କଲେ ତା ପାଇଁ ଲିଙ୍ଗ ପରିବର୍ତ୍ତନ ମଧ୍ୟ କଲେ। ବିବାହ କରି ପ୍ରେମିକ ସାଜିଥିବା ସ୍ୱାମୀ ସୁଧୀର ବେହେରାକୁ ସମସ୍ତ ପ୍ରକାରର ଖୁସୀ ଦେଲେ ସୋନାଲୀ। ହେଲେ ସ୍ବାମୀ ଧୋକା ଦେଲା।
#ArgusNews #Fraud #Marriage #Allegation #Cuttack #Odisha