#4ଦିନ_ହେଲା_ପ୍ରେମିକଙ୍କ_ଘର_ଆଗରେ_ପ୍ରେମିକାଙ୍କ_ଧାରଣା
ବ୍ରହ୍ମପୁର ଦେଶୀ ବେହେରା ସାହି ସ୍ଥିତ କେ . ଦିନେଶଙ୍କ ଘର ସମ୍ମୁଖରେ କେ . ଦୀପିକା ନାମକ ଜଣେ ମହିଳା ଦୀର୍ଘ 4ଦିନ ହେଲା ଧାରଣାରେ ବସିଛନ୍ତି। ତାଙ୍କ ଅଭିଯୋଗ ମୁତାବକ,ପ୍ରାୟ 2ବର୍ଷ ତଳେ ଦୁହିଁଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ବିବାହ ପ୍ରଲୋଭନ ଦେଖାଇ ଦିନେଶ ତାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ। ଦୀପିକା ଗର୍ଭବତୀ ହେବା ଜାଣିବା ପରେ ବିବାହ କରିନଥିଲେ। ଏବେ ପ୍ରେମିକ ଘର ଆଗରେ ସେ ଧାରଣାରେ ବସିଛନ୍ତି...।
#Brahmapur #boyfriend #FraudCase #LoveSexDhoka #complain #Odisha #ArgusNews