ସପ୍ତାହ ଗଲାନି ରାସ୍ତା କାମ। ଗୋଡ ଘସିଦେଲେ ଉଠିଯାଉଛି ପିଚୁ। ୭୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଲୁଟି ମାଲେମାଲ ଠିକାଦାର ଓ ଯନ୍ତ୍ରୀ। ସପ୍ତାହକ ମଧ୍ୟରେ ପିଚୁ ରାସ୍ତାର ଅବସ୍ଥା ବେହାଲ। ଜଳସମ୍ପଦ ବିଭାଗର କିଭଳି ଚାଲିଛି ଠିକାଦାର ପୋଷା ଆସନ୍ତୁ ଦେଖନ୍ତୁ ପୁରୀ ଜିଲ୍ଲା ସଦର ବ୍ଲକରୁ ଏହି ରିପୋର୍ଟ....।
#ArgusNews #Roadissue #lowqualityroad #puri #Odisha