ଗୋରୁ ଗାଇଙ୍କୁ ବ୍ୟାପିଛି 'ଲମ୍ଫି' ରୋଗ
ଦିନକୁ ଦିନ ବଢୁଛି ଆକ୍ରାନ୍ତଙ୍କ ସଂଖ୍ୟା। ଭୁବନେଶ୍ବର ଉପକଣ୍ଠରେ ବି ମାଡ଼ି ଚାଲିଛି ରୋଗ। ଗୋରୁଙ୍କୁ ଦେଖିବାକୁ ନାହାନ୍ତି ଡାକ୍ତର। ଅଯଥା ଖର୍ଚ୍ଚାନ୍ତ ହେବାରେ ଲାଗିଛନ୍ତି ଚାଷୀ।
#ArgusNews #cows #lumpyskindisease #viralinfection #treatment #Odisha