ଭୁବନେଶ୍ୱର ନୀଳାଦ୍ରି ବିହାର ଠାରେ ଥିବା ସୋମେଶ ସ୍ଟୁଡ଼ିଓରେ ସାଇ ସାଗର କ୍ରିୟସନ ପ୍ରସ୍ତୁତି ଦୁର୍ଗା ମା'ଙ୍କ ଭଜନ କୋଟିଏ ନାରେ ଗୋଟିଏ ମାଆ ରେକର୍ଡ ହୋଇଯାଇଛି । ପୂଜା ବଜାରରେ ରିଲିଜ ହେବ ଏହି ଭଜନ ।
#BhajanRelease #durgapujaspecial #SaiSagarCreation #Bhubaneswar #Odisha #ArgusNews