#ଅଗ୍ନି_ସ୍ଵରୂପୀ_ମା_ହିଙ୍ଗୁଳା
ଅବମାନନା କଲେ ଦଣ୍ଡଦିଅନ୍ତି,ଭକ୍ତିକଲେ ଘଣ୍ଟ ଘୋଡାଇ ରଖନ୍ତି। ବ୍ରହ୍ମଗିରି ବ୍ଲକର ମାତଲାପୁର ଗ୍ରାମରେ ପୂଜା ପାଇ ଆସୁଛନ୍ତି ଅକ୍ଷୁର୍ଣ୍ଣ ଶିଳା ରୂପୀ ମା' ହିଙ୍ଗୁଳା। ବ୍ରହ୍ମଗିରିର ଅଧିଷ୍ଠାତ୍ରୀ ଦେବୀଙ୍କ ଅପାର କରୁଣା ଲାଭ ପାଇଁ ଲାଗୁଛି ପ୍ରତିଦିନ ଭକ୍ତଙ୍କ ଭିଡ଼...।
#ArgusNews #MaaHingula #Bramhagiri #devotees #worship #JayMaaHingula #Odisha