#ଅଗ୍ନୀ_ରୂପୀ_ମାଆ_ହିଙ୍ଗୁଳା
ଝଟକୁଛି ଅଗ୍ନିରୂପୀ 'ମା' ହିଙ୍ଗୁଳା ଙ୍କ ଭବ୍ୟ ମନ୍ଦିର । ଅଗ୍ନି ରୂପେ ପ୍ରକଟିତ ମା ଙ୍କ ଚାଲିଛି ନବ ଦିନାତ୍ମକ ପୂଜା ଉତ୍ସବ । କାହିଁ କେତେ ଆଡୁ କେତେ ଭକ୍ତ ଛୁଟି ଆସୁଛନ୍ତି ମାଆ ଙ୍କର ଏହି ରୂପର ଦର୍ଶନ ପାଇଁ । ନିଜେ ନିଜର ନୈବେଦ୍ୟ ମାଆ ଙ୍କୁ ଅର୍ପଣ କରୁଛନ୍ତି ।
#ArgusNews #MaaHingula #devotee #Angul #Odisha