#ମାଆକଁର୍_ଛତର୍_ଯାତରାକେ_ଆର୍_ଗୁଟେ_ଦିନ୍
ଇଥିର ଲାଗିର୍ ଭବାନିପାଟଣା ସହର ସଙ୍ଗେ କଳାହାଣ୍ଡି ବଳି ବଜାରେ ଲୁକକଁର୍ ବନେ ଭିଡ ଦେଖବାକେ ମିଲୁଛେ । ସବୁ ବଛର୍ ଛତର୍ ଯାତରା ଆଏଲେ ମାଁଙ୍କର୍ ଦର୍ଶନ ଆର୍ ଆଶିର୍ବାଦ ଲାଗିର୍ ଜେନାଖାଲ ନୁ ମନ୍ଦିର ତକ୍ ପ୍ରାୟ ୪ କି.ମି ଲୁକକଂର୍ ଭିଡ୍ ଲାଗିଥିସି ।
#MaaManikeshwari #worship #Dussehra #ChhatraYatra #Kalahandi #Odisha #ArgusNews