#ମଧୁବାବୁଙ୍କ_ଅତର_ଗାଧୁଆ
#କାହାଣୀରେ_ଉତ୍କଳଗୌରବ
#ଗପରେ_ଗପରେ_ମଧୁବାବୁ
ସିଂଗି ପୁଅ ମନ ଖୁସିରେ ଘରକୁ ଫେର, ମନ ହେଲେ ଓଡ଼ିଶା ପୁଣି କେବେ ଆସିବ। ଦିଅଁଙ୍କ ଭଳି ଆମ ମନ ବି ଭାରି ବଡ଼। ଆମ ରାଇଜରେ କାହା ପେଟ ଅପୋଷା ରୁହେନି। ଯାଅ ଯାଅ ତୁମ ରାଇଜରେ କହିବ, ମୁଁ ସେଇ ଉତ୍କଳରୁ ଆଇଲି, ଯୋଉଠି ମଣିଷମାନେ ଅତରରେ ଗାଧାନ୍ତି : ପ୍ରାତଃସ୍ମରଣୀୟ ଉତ୍କଳଗୌରବ ମଧୁସୂଦନ #Odisha #ArgusNews #SpecialStory