କଟକ ସହରରେ ପରିକ୍ରମା କଲା ମଧୁଜ୍ୟୋତି। ଉତ୍କଳ ଗୌରବ ମଧୁସୁଦନ ଦାସଙ୍କ ୧୭୪ ତମ ଜନ୍ମ ଜୟନ୍ତୀ ତଥା ସ୍ୱାଭିମାନ ଦିବସ ଉପଲକ୍ଷେ ମଧୁଜ୍ୟୋତି ସହରର ବିଭିନ୍ନ ଅଞ୍ଚଳରେ ପରିକ୍ରମା କରିଛି
#Cuttack #MadhusudanDas #Odisha #ArgusNews