ଆଜି ହେଉଛି ମହାଲୟା । ବଲାଙ୍ଗିରର ଅଧିଷ୍ଠାତ୍ରୀ ଦେବୀ ମାଁ ପାଟଣେଶ୍ବରୀଙ୍କୁ ଭକ୍ତମାନେ ଦର୍ଶନ କରୁଛନ୍ତି । ମହାଲୟାରେ ମାଁଙ୍କୁ ଦର୍ଶନ କଲେ ଗଙ୍ଗାଦର୍ଶନ ଲାଭ ମିଲିଥାଏ ବୋଲି ଶ୍ରଦ୍ଧାଳୁଙ୍କ ମନରେ ବିଶ୍ବାସ ରହିଛି
#Bolangir #Patneswari #Mahalaya #Tradition #Rituals #MaaPatneswari #Odisha #ArgusNews