ମହାନଦୀରେ ତଳମୁଣ୍ଡରେ କେବେ ହେବ ବ୍ୟାରେଜ?
କେତୋଟି ବ୍ୟାରେଜ କରିବେ ସରକାର ? ବିଧାନସଭାରେ ଜଳସଂପଦ ମନ୍ତ୍ରୀଙ୍କ ଉତ୍ତର ଖୋଲିଲା ଗୁମର। ମହାନଦୀରେ 9ଟି ଓ ଅନ୍ୟ ନଦୀରେ 27ବନ୍ଧ ସହ 22ଟି ବ୍ୟାରେଜ କରିବେ ବୋଲି କହିଛନ୍ତି ମନ୍ତ୍ରୀ ।
#ArgusNews #Mahanadi #barrage #Chhattisgarh #conflict #WaterResources #Odisha