ମହାନଦୀ ଜଳବିବାଦରେ କ୍ଷେତ୍ର ପରିଦର୍ଶନରେ ଯିବେ ଟ୍ରିବୁନାଲ ଟିମ୍ । ଏହି ଟିମ୍ ଛତିଶଗଡ କ୍ଷେତ୍ର ପରିଦର୍ଶନ କରିବେ। ପ୍ରଥମ ପର୍ଯ୍ୟାୟରେ ଏପ୍ରିଲ ୧୭ ରୁ ୨୧ ଏପ୍ରିଲ, ଏହାପରେ ୨୯ଏପ୍ରିଲରୁ ୩ ମେ ଛତିଶଗଡ଼ ଯିବେ ଟ୍ରିବ୍ୟୁନାଲ । ଟ୍ରିବୁନାଲରେ ମହାନଦୀ ଜଳ ବିବାଦ ମାମଲାର ଶୁଣାଣିରେ ଏହି ନିଷ୍ପତ୍ତି ହୋଇଛି ।
#ArgusNews #WaterDispute #Mahanaditribunal #hearing #case #centralgovernment #Odisha