ମହାନଦୀ ମାଆ ନା ସାବତ ମାଆ ?
ଧରାପଡିଲା ରାଜ୍ୟ ସରକାରଙ୍କ ଦୋମମୁହାଁ ଚେହେରା….ବିଧାନସଭାରେ ଜଳସମ୍ପଦ ମନ୍ତ୍ରୀଙ୍କ ଉତ୍ତର, ମହାନଦୀ ଅବବାହିକାର ଖଇରମାଳ, ଗୋଧନେଶ୍ବର, କପାଶିରାରେ ବ୍ୟାରେଜ ନିର୍ମାଣ ପାଇଁ ନାହିଁ ଯୋଜନା…. ନିଜେ ପ୍ରତିଶ୍ରୁତି ଦେଇ କଲେ କି ପ୍ରତାରଣା ?
#ArgusNews #OdishaGovt #Mahanadi #Barrage #WaterIssue #Odisha