ବିଶ୍ଵପ୍ରସିଦ୍ଧ ରଥଯାତ୍ରା ଅବସରରେ ପୁରୀରେ ମହାପ୍ରସାଦ ବଣ୍ଟନ ସେବା କରାଯାଇଛି। ମୋହନଜି ଭାରତ ଓ ଆମ୍ୟୁକେୟାର ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଭକ୍ତଙ୍କୁ ୧୦ଦିନ ବ୍ୟାପୀ ମହାପ୍ରସାଦ ଓ ଜଳ ବଣ୍ଟନ କରାଯାଇଛି।ଛତିଶା ନିଯୋଗ ମହାନାୟକ ଜନାର୍ଦ୍ଧନ ପାଟଯୋଶୀ ମହାପାତ୍ର ଏହି ସେବା କାର୍ଯ୍ୟରେ ସହଯୋଗ କରିଥିଲେ।
#Puri #amwaycare #mahaprasad #Odisha #ArgusNews