ମହେନ୍ଦ୍ରତନୟା ନଦୀ ଉପରେ ପୋଲ ନିର୍ମାଣ ପାଇଁ ଧିରେଧିରେ ଜୋର ଧରୁଛି ଆନ୍ଦୋଳନ !
ଗଜପତି ଜିଲ୍ଲା ଗୋଷାଣୀ ବ୍ଳକ ଅନ୍ତର୍ଗତ ବୋମିକା ଗ୍ରାମର ସହ ଆଖପାଖ ପ୍ରାୟ ୩୦ ରୁ ଅଧିକ ଗ୍ରାମବାସୀ ମାନେ ଦୀର୍ଘ ଦିନ ଧରି ପୋଲ ପାଇଁ ଲଢେଇ କରି ଆସୁଥିଲେ । ପୋଲ ନିର୍ମାଣ ପାଇଁ ବତିଶିରିପୂର୍ ଠାରୁ ବୋମିକା ମଧ୍ୟ ଟଙ୍କା ମଞ୍ଜୁର ହୋଇଥିଲା କିନ୍ତୁ ଏବେ କିଛି ଲୋକେ ମିଶି ଅନ୍ୟ ସ୍ଥାନରେ ସେହି ପୋଲ ନିର୍ମାଣ କରିବାକୁ ଚେଷ୍ଟା କରୁଥିବା ଯୋଗୁଁ ଗ୍ରାମବାସୀ ମାନେ ଏକତ୍ରିତ ହୋଇ ବିରୋଧ କରିବା ସହ ଜିଲ୍ଲାପାଳଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି,
#ArgusNews #Gajapati #Bridge #MahendraTanayaRiver