ଗଜପତି ଜିଲ୍ଲାର ମହେନ୍ଦ୍ରଗିରି ପର୍ବତକୁ ମିଳିଲା ରାଜ୍ୟର ଦ୍ବିତୀୟ ଜୈବବିବିଧତା ଐତିହ୍ୟସ୍ଥଳୀ ମାନ୍ୟତା। ମହେନ୍ଦ୍ରଗିରିକୁ ରାମାୟଣ ଓ ମହାଭାରତ ଯୁଗ ସହ ଜଡିତ ପ୍ରକୃତିର ଅନନ୍ୟ ସୃଷ୍ଟି ବୋଲି କହିଛି ଜଙ୍ଗଲ ଓ ପରିବେଶ ବିଭାଗ । ବିଶ୍ବରେ ଯେତିକି ପ୍ରଜାତିର ଉଦ୍ଭିଦ ଅଛନ୍ତି, ସେଥିରୁ ପ୍ରାୟ ୪୦ପ୍ରତିଶତ ପ୍ରଜାତି ଏଠାରେ ରହିଛନ୍ତି । ପ୍ରାୟ ୧୩୪୮ ପ୍ରଜାତିର ଉଦ୍ଭିଦ ମହେନ୍ଦ୍ରଗିରିରେ ରହିଛି ।
#ArgusNews #Gajapati #Mahendragiri #biodiversity #standards #historicsite #Odisha