#ଆଦିବାସୀଙ୍କ_ଜୀବିକା_ଉପରେ_ଦଲାଲଙ୍କ_ନଜର
#ପରିଶ୍ରମ_ଅନୁସାରେ_ମିଳୁନି_ମୂଲ୍ୟ
ଆଦିବାସୀଙ୍କ ରୋଜଗାର କହିଲେ ଜଙ୍ଗଲ ଜାତ ଦ୍ରବ । ନହେଲେ ବାହାର ରାଜ୍ୟକୁ ଦାଦନ ଯିବେ । ହେଲେ ରାଜ୍ୟ ସରକାର ତାଙ୍କ ଜୀବିକା ଉପରେ ଧ୍ୟାନ ଦେଉନାହାନ୍ତି। ଉପାନ୍ତ ଆଦିବାସୀ ଆଜି ବି ରୋଜଗାରହରା ହୋଇ ଦଲାଲ ଶିକାରରେ ।
#Kalahandi #Lanjigada #TribalPeople #Mahula #Odisha #ArgusNews