#ଦୁଇଟି_ମେକଇନ_ଓଡିଶାର_ବିଫଳତା_ପରେ_ତୃତୀୟ_ପାଇଁ_ସରକାରଙ୍କ_ମୁଣ୍ଡବିନ୍ଧା
#ଦୁବାଇ_ଓ_ଦିଲ୍ଲୀ_ପରେ_ମୁମ୍ବାଇ_ଯିବେ_ରାଜ୍ୟ_ସରକାର
ରାଜ୍ୟ ସରକାରଙ୍କୁ ଘାରିଛି ପୁଞ୍ଜିନିବେଶ ଚିନ୍ତା । ବିଶେଷ ପ୍ରଥମ ଦୁଇଟି ଇନଭେଷ୍ଟର୍ସ ମିଟ୍ ଆଶାନୁରୂପ ସଫଳତା ଦେବାରେ ଅସମର୍ଥ ହେବା ପରେ ଏବେ ସରକାର ମୁମ୍ବାଇକୁ ଆଖେଇଛନ୍ତି । ୧୪ରେ ହେବାକୁ ଥିବା ଏହି ବୈଠକ ପାଇଁ ଶିଳ୍ପ ବିଭାଗ ବଡ଼଼ ପ୍ରସ୍ତୁତି କରିଛି ।
#OdishaGovt #MakeInOdisha #investment #mumbai #Odisha #ArgusNews