#ସରକାରଙ୍କ_ଶିଳ୍ପାଳୟନର_ଗୁମର_ଖୋଲିଛନ୍ତି_ଖୋଦ_ରାଜସ୍ବମନ୍ତ୍ରୀ
ଗୋପାଳ ଇସ୍କାତ କାରଖାନା ନ କରି ବିଦେଶକୁ ଇସ୍ପାତ ରପ୍ତାନୀ କରିଛନ୍ତି ସରକାର । ମେକ-ଇନ- ଓଡିଶା ତୃତୀୟ ସଂସ୍କରଣର ବଡ ପ୍ରଚାର ଭିତରେ ସରକାରଙ୍କ ଶିଳ୍ପାୟନର ପୋଲ ଖୋଲିଥିବା ବେଳେ ବିଗତ ଦୁଇ ସଂସ୍କରଣର ଟ୍ରାକ ରେକର୍ଡ ତୃତୀୟ ସଂସ୍କରଣର ସଫଳତାକୁ ନେଇ ଠିଆ କରିଛି ବଡ ପ୍ରଶ୍ନ ଚିହ୍ନ ।
#ArgusNews #industrial #goverment #MakeInOdisha #Plant #OdishaGovt #production #Odisha