କାନ୍ଥ ପଡି ଶିଶୁ କନ୍ୟାର ମୃତ୍ୟୁ, ମା ଗୁରୁତର !
ମାଲକାନଗିରି ଜିଲ୍ଲା ପଡିଆ ବ୍ଳକ ମାଟେରୁ ପଞ୍ଚାୟତ ଅନ୍ତର୍ଗତ ମେଟାଗୁଡା ଗ୍ରାମରେ ଘରର କାନ୍ଥ ଭାଙ୍ଗି ଜଣେ ଶିଶୁ କନ୍ୟା ମୃତ୍ୟୁବରଣ କରିଥିବା ବେଳେ ଶିଶୁ କନ୍ୟାର ମା ଓ ବାପା ଉଭୟ ଗୁରୁତର ହୋଇପଡ଼ିଥିବା ଜଣାପଡିଛି
#ArgusNews #malkanagiri #ThunderstormImpact #Childdeath #Odisha