ଦୂଷିତ ପାନୀୟ ଜଳ ପାଇଁ ଚାଲିଗଲା ଆଉ ଏକ ଜୀବନ ।
ଜୀବନ ନେଉଛି RWSA ବିଭାଗ । ଆଉ ଏହି ବିଭାଗର ନୀରବତା ଯୋଗୁଁ ଚାଲିଗଲା ଆଉ ଏକ ମୂଲ୍ୟବାନ ଜୀବନ । ଖବର ପ୍ରସାରଣ ପରେ ମଧ୍ୟ ନିରବଦ୍ରଷ୍ଟା ସାଜିଛି ଜିଲ୍ଲା ପ୍ରଶାସନ
#ArgusNews #Malkanagiri #kidneydisease #PeopleDeath #Odisha