#ଆଉଟ_ସୋରସିଙ୍ଗ_କର୍ମଚାରୀ_ସଙ୍ଘ_ତରଫରୁ_ବୈଠକ !
ମାଲକାନଗିରି ଜିଲ୍ଲା ଠାରେ ଜିଲ୍ଲାର ସମସ୍ତ ଆଉଟ ସୋରସିଙ୍ଗ କର୍ମଚାରୀ ମାନଙ୍କୁ ନେଇ ଏକ ବୈଠକ ହୋଇଯାଇଛି । ଏହି ବୈଠକରେ ବନବିଭାଗ , DRDA , ବ୍ଲକ ଅଫିସ ରେ କାର୍ଯ୍ୟ କରୁଥିବା ଆଉଟ ସୋରସିଙ୍ଗ କର୍ମଚାରୀ ମାନେ ଏହି ବୈଠକ ରେ ଯୋଗ ଦେଇଥିଲେ
#malkanagiri #Outsourcing #Employee #Meeting #ArgusNews #Odisha