ମାଲକାନଗିରିରେ ନୂଆ ଟେକ୍ନୋଲୋଜିରେ ରାସ୍ତା ନିର୍ମାଣ କରୁଛି RD-1 !
ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନା ରାସ୍ତା ମରାମତି ସମୟରେ ରୋଲର ବଦଳରେ ଲାଗୁଛି ପିକଅପ । ଯାହାର ଭିଡିଓ ସୋସିଆଲ ମିଡିଆରେ ଏବେ ଘୁରି ବୁଲୁଛି । ରାସ୍ତାଟି ମାଲକାନଗିରି ସଦରରୁ ମାତ୍ର କିଛି କିମି ଦୂର ଜଣାପଡିଛି
#malkanagiri #Roadwork #pickup #ArgusNews #Odisha