#ପାଣି_ପାଇଁ_ଲୋକେ_ଡହଳ_ବିକଳ !
ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଉପାନ୍ତ ଜିଲ୍ଲା ମାଲକାନଗିରି ମାଥିଲି ବ୍ଲକ ସଦର ପଞ୍ଚାୟତର କମାର ସାହିରେ । ଦୀର୍ଘଦିନ ଧରି ସାହିରେ ପାଣି ସମସ୍ୟା ଲାଗିରହିଛି । ବାରମ୍ବାର ପ୍ରଶାସନକୁ ଜଣାଇଛନ୍ତି କିନ୍ତୁ ପ୍ରଶାସନ କର୍ଣ୍ଣପାତ କରିନଥିବା ଅଭିଯୋଗ କରିଛନ୍ତି ମହିଳାମାନେ
#Malkanagiri #Mathiliblock #waterproblem #drinkingwater #ArgusNews