#ମାଲକାନଗିରି_ଚିତ୍ରକୋଣ୍ଡାରେ_ବାଟବଣା_ଶିକ୍ଷା_ବ୍ୟବସ୍ଥା
ଶିକ୍ଷା କ୍ଷେତ୍ରରେ ସୁଧାର ଆଣିବା ସହ ପିଲାମାନେ କିଭଳି ସ୍କୁଲ ମୁହାଁ ହେବେ ତାକୁ ଦୃଷ୍ଟିରେ ରଖି ସ୍ମାର୍ଟ କ୍ଳାସ ଠାରୁ ଆରମ୍ଭ କରି ସ୍ମାର୍ଟ ବିଦ୍ୟାଳୟ ପ୍ରତିଷ୍ଠା କରୁଛନ୍ତି ସରକାର । କିନ୍ତୁ ଗରିବ ଆଦିବାସୀ ପିଲାଙ୍କୁ ଶିକ୍ଷିତ କରିବା ଲାଗି ସରକାରଙ୍କ ଆନ୍ତରିକତା କେତେ ତାହା ଜଳ ଜଳ ହୋଇ ଦେଖାଯାଉଛି । ଏ ହେଉଛି ଉପାନ୍ତ ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ କୁଡୁମୁଲୁଗୁମ୍ମା ପଞ୍ଚାୟତର ନୂଆଗୁଡା ପ୍ରଥମିକ ବିଦ୍ୟାଳୟ ।
#Malkangiri #Chitrakonda #Education #school #Odisha #ArgusNews