ପରିଣତ ବୟସରେ ପରିବାର ଚଳାଇବାର ବୋଝ । ୬୦ ବର୍ଷରେ ପକ୍ଷାଘାତ ରୋଗରେ ପୀଡିତ ସ୍ବାମୀଙ୍କ ସହ ୪ ପ୍ରାଣୀଙ୍କ ପେଟକଥା ବୁଝୁଛନ୍ତି ଅଁଳା ନାଏକ । ନା ମିଳୁଛି ଆବାସ, ନା କୌଣସି ସରକାରୀ ସହାୟତା। ସ୍ବାମୀଙ୍କୁ ଧରି ଭଙ୍ଗା ଦଦରା ଘରେ ପଡି ରହିଛନ୍ତି ମାଲକାନଗିରି ଚିତ୍ରକୋଣ୍ଡାର ଅଁଳା ନାୟକ।
#Malkangiri #Chitrakonda #helpless #Awas #Odisha #ArgusNews