#ନିର୍ମାଣର_ବର୍ଷେ_ନପୂରୁଣୁ_ଭୁଶୁଡ଼ିଲା_ପୋଲ
#ଭୁଶୁଡ଼ିବାର_5_ବର୍ଷ_ପରେ_ବି_ହୋଇପାରୁନି_ନିର୍ମାଣ
ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକର ବନଗୁଡ଼ା ଗାଁରେ । ପାଞ୍ଚ ବର୍ଷ ଅଧିକ ସମୟ ବିତିଯାଇଥିଲେ ମଧ୍ୟ ପୁନର ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇନି ।
#ArgusNews #bridgeissue #development #OdishaGovt #Malkangiri #khairput #Odisha