#ମାଆ_କୋଳରୁ_ଛୁଆ_ଗାଏବ
ମାଲକାନଗିରି ମାଥିଲିରେ ଅଭାବନୀୟ ଘଟଣା। ପ୍ରସବ ଯନ୍ତ୍ରଣ ପରେ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଥିଲେ ବୀରନପାଲିର କୌଶଲ୍ୟା ନାମୀ ଜଣେ ମହିଳା। ତେବେ ପ୍ରସବ ପରେ ପ୍ରସୂତୀ କକ୍ଷରୁ ନବଜାତ ଗାଏବ ହୋଇଯାଇଥିଲା। ଏନେଇ ଦମ୍ପତି ଅଭିଯୋଗ କରିଛନ୍ତି।
#ArgusNews #Malkangiri #newbornbaby #MissingCase #Odisha