ମାଲକାନଗିରିରେ ବଣ୍ଡା ମହିଳାଙ୍କ ଦରମା ଟଙ୍କା ହଡ଼ପ । ୬ ବର୍ଷ କାମ କରିବା ପରେ ମଧ୍ୟ ମିଳିନାହିଁ ପ୍ରାପ୍ୟ । ଖଇରପୁଟ ବ୍ଲକ୍ ବଣ୍ଡାଘାଟିର ମଦୁଲିପଡ଼ା ପଞ୍ଚାୟତ ବଣ୍ଡାପଡ଼ା ଗାଁର ମଧ୍ୟାହ୍ନ ଭୋଜନ ପାଚିକା ଭାବେ କାର୍ଯ୍ୟ କରୁଥିଲେ ।
#ArgusNews #malknagiri #Bandawomen #salaryextortion #Odisha