କୈଳାଶ ପର୍ବତରେ ଭଗବାନ ଶଙ୍କରଙ୍କ ଛୋଟ ପରିବାରରେ ସେଦିନ ଗୋଟିଏ ବଡ଼ ଘଟଣା ଘଟେ । ବଡ଼ପୁଅ କାର୍ତ୍ତିକେୟ ଓ ସାନପୁଅ ଗଣେଶଙ୍କ ବିବାହ ପାଇଁ ଚିନ୍ତା କରୁଥାନ୍ତି ଭଗବାନ ଶଙ୍କର ଓ ମାତା ପାର୍ବତୀ। ହେଲେ ତା ପରେ ଏମିତି କ’ଣ ହେଲା, ଯେଉଁଥିପାଇଁ ଘରଛାଡି ପଳେଇଲେ କାର୍ତ୍ତିକେୟ, ଦେଖନ୍ତୁ କାହାଣୀ
#ArgusNews #Odisha #Argusnews #Mallikarjun #Jyotirling #Story