#ତଳେ_ପ୍ରାଚୁର୍ଯ୍ୟ_ଉପରେ_ଦାରିଦ୍ର୍ୟ।
#ଏଠି_ମହିଳା_ଏବଂ_ଶିଶୁଙ୍କ_ନିମ୍ନତମ_ଆବଶ୍ୟକତା_ପୂରଣ_ହେଉନି
କେନ୍ଦୁଝରରେ କୁପୋଷଣ ଓ ରକ୍ତହୀନତାର ସଙ୍ଗୀନ ଚିତ୍ର। ପୋଷଣ ଅଭାବରୁ ହୋଇ ପାରୁନି ଶିଶୁର ମାନସିକ ଓ ଶାରୀରିକ ବିକାଶ। ଜିଲ୍ଲାରେ ୭୪ ପ୍ରତିଶତ ମହିଳା ରକ୍ତହୀନତାର ଶିକାର। ଜିଲ୍ଲାରେ ହାରାହାରି ଶିଶୁ ମୃତ୍ୟୁ ସଂଖ୍ୟା ୫୩
#malnutrition #Child #Keonjhar #Odisha #ArgusNews