ମୁଁ ୯୯ ରାଣୀ ରାଜା, ମତେ ସହରେ ପଡ଼ିଛି ଖୋଜା ।
ପୁରୀ କାକଟପୁର ଫକିରସାହିର ଏସ.କେ. ଫାୟାଜଙ୍କ ପାଇଁ ଠିକ ପ୍ରମାଣିତ ହୋଇଛି ଏହି ଉକ୍ତି । ଚେନ୍ନାଇରେ ଏକ ହୋଟେଲରେ ମ୍ୟାନେଜର ଭାବେ କାର୍ଯ୍ୟ କରୁଥିବା ଫାୟାଜ ୪ ବର୍ଷରେ ୪ ଜଣଙ୍କୁ ବିବାହ କଲେଣି ।
#Fraud #allegations #marrying #cheated #Puri #HusbandWife #ArgusNews