#ଫନୀ_କ୍ଷତିଗ୍ରସ୍ତଙ୍କୁ_ପ୍ରଶାସନର_ପ୍ରତାରଣା
#ପ୍ରତିଶୃତି_ଦେଇ_ପୂରଣ_କଲାନି_ପ୍ରଶାସନ
ସତ୍ୟବାଦୀ ତହସିଲ ଅଫିସ ଆଗରେ ବିକ୍ଷୋଭ ପ୍ରଦର୍ଶନ । ଫନୀ କ୍ରିୟାନୁଷ୍ଠାନ ପକ୍ଷରୁ ଜୋରଦାର ପ୍ରତିବାଦ ଦେଖିବାକୁ ମିଳିଛି ।
#Puri #satyabadi #Protest #Fanicyclone #demanding #compensation #Odisha #ArgusNews