#ମାନସ_ସ୍ବାଇଁ_ହତ୍ୟା_ମାମଲାରେ_ବିଜେଡି_କନେକ୍ସନ
ବିଜେଡି ନେତା ବିଜୟ କେତନ ଓ ସୂର୍ଯ୍ୟ ବେହେରା କାହିଁକି ମାନସଙ୍କ ପରିବାରକୁ ଦେଇଥିଲେ ଲକ୍ଷେ ଟଙ୍କା ? ତଦନ୍ତ ପରିସରକୁ ଆସିବେ କି ଦୁଇ ଜଣ ? ପରିବାରର ଅଭିଯୋଗ, ଦିବ୍ୟଶଙ୍କର ଓ ପ୍ରତାପ ଜେନାଙ୍କ ନାଁ ନନେବା ପାଇଁ ହୋଇଥିଲା ଡିଲ୍ ।
#ArgusNews #cameraman #ManashSwain #sharmistharout #MurderCase #CrimeBranch #Odisha #investigation #BJD